+1 ألف
عملية تنزيل
تقييم المحتوى
المراهقون
صورة لقطة الشاشة
صورة لقطة الشاشة
صورة لقطة الشاشة
صورة لقطة الشاشة
صورة لقطة الشاشة

لمحة عن هذا التطبيق

تطبيق Mo Khandapada android مصمم لرفاهية الناس في دائرة Khandapada.

ଆମ ଖଣ୍ଡପଡ଼ା ବିଷୟରେ: -

ଚିରସ୍ରୋତା ମହାନଦୀ ର ବିସ୍ତିର୍ଣ୍ଣ ବାଲୁକା ରାଶି، ପୁଣି କୂଳୁକୁଳୁ ନିନାଦ ର କୂଳେ ଖଣ୍ଡପଡ଼ାର କୂଳ ଦାଣ୍ଡି ଗ୍ରାମାଞ୍ଚଳ। ଘନ ବନାନୀର ସମାହାର ଆମ ସବୁଜିମା କୁ ସମୃଦ୍ଧ କରିଛି। ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଆଦିକ୍ଷେତ୍ର କଣ୍ଟିଲୋ ଠାରେ ଅବସ୍ଥିତ ଶ୍ରୀ ନୀଳମାଧବ ପୀଠ ଆମ ଧାର୍ମିକ ସଂସ୍କୃତିର କିର୍ତ୍ତୀରାଜି। ସିଧାମୂଳା ଠାରେ ଶ୍ରୀ ଗୋକୁଳାନନ୍ଦ ପୀଠ، ଇକୋ ଟୁରିଜମ୍‌، କୋସକା ପଞ୍ଚାୟତ ଯୋଗୀ ଯୋଗିଆଣୀ କ୍ଷେତ୍ର ଐତିହ ସଂପନ୍ନ ବୌଦ୍ଧପୀଠର ଅନନ୍ୟ ସ୍ୱାକ୍ଷର। ବିଶ୍ୱ ବରେଣ୍ୟ ଜ୍ୟୋତିର୍ବିଦ୍ “ପଠାଣି ସାମନ୍ତ” ଏ ମାଟି ପ୍ରତିଭା ର ମୂର୍ତ୍ତୀମନ୍ତ ପ୍ରତୀକ।
ଭାପୁର ବ୍ଲକ୍ ତରବାଲୋ- ନୀଳକଣ୍ଠ ପ୍ରସାଦ ଠାରେ ଏସିଆ ମହାଦେଶର ଦ୍ୱିତୀୟ ସର୍ବ ବୃହତ୍ତ ଉଷ୍ମ ପ୍ରସ୍ରବଣ ، ପୁଣି ହନୁମନ୍ତ ପ୍ରସାଦ ଠାରେ ଶ୍ରୀରାମ ମନ୍ଦିର ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ। ଖଣ୍ଡପଡ଼ା ସହରାଞ୍ଚଳର ସୁନାମୁହିଁ ପର୍ଯ୍ୟଟନ ପ୍ରକଳ୍ପ ଜାତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ପ୍ରତିଶୃତି ଦିଏ। ଖଣ୍ଡପଡ଼ା ବ୍ଲକ୍ ର ୨୨ ଗୋଟି ପଞ୍ଚାୟତ، ଭାପୁର ବ୍ଳକ୍‌ର ୨୦ ଗୋଟି ପଞ୍ଚାୟତ ଓ ଖଣ୍ଡପଡ଼ା ସହରାଞ୍ଚଳର ୧୩ ଗୋଟି ୱାର୍ଡ଼ର ପାଖାପାଖି ୨ ଲକ୍ଷ ଜନସାଧାରଣଙ୍କ ସମାଗମ ଆମ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ। କୃଷି ، ଜଳସେଚନ ، ପର୍ଯ୍ୟଟନ ، ଶିକ୍ଷା ଓ ସ୍ୱାସ୍ଥ୍ୟ ، ଗମନାଗମନ ସୁବିଧା କ୍ଷେତ୍ରରେ ଆଶାନୁରୂପ ସଫଳତା ପାଇଁ ଚାଲିଛି ଅହରହ ପ୍ରଚେଷ୍ଟା। ଅଟକିଛି ବିକାଶ ........... ଆହ୍ୱାନ ରହିଛି ଅନେକ ....... ଗଢା ହେବାକୁ ରାଜ୍ୟ ତଥା ଜାତୀୟ ସ୍ତରୀୟ ମର୍ଯ୍ୟାଦା ସମ୍ପନ୍ନ ଶ୍ରେଷ୍ଠ ଖଣ୍ଡପଡ଼ା।

* قم بتنزيل وتثبيت تطبيق mo khandapada Android
* شكرا لزيارة Mo Khandapada
تاريخ التحديث
18‏/12‏/2023

أمان البيانات

يبدأ الحفاظ على أمان بياناتك بفهم الطريقة التي يتّبعها مطوِّرو التطبيقات لجمع بياناتك ومشاركتها. قد تختلف خصوصية البيانات وممارسات الأمان حسب كيفية استخدامك للتطبيق ومنطقتك وعمرك. يوفّر مطوِّر التطبيقات هذه المعلومات وقد يعدِّلها بمرور الوقت.
لا تتم مشاركة أيّ بيانات مع جهات خارجية.
مزيد من المعلومات حول الآلية التي يتّبعها مطوِّرو البرامج للإشارة إلى مشاركة بيانات المستخدمين
لم يتم تجميع أي بيانات.
مزيد من المعلومات حول الآلية التي يتّبعها مطوِّرو البرامج للإشارة إلى جمع بيانات المستخدمين

الحصول على الدعم

رقم الهاتف
+919437015171
لمحة عن المطوّر
ANUBHAV PATTANAIK
anubhavpatnaik@gmail.com
India
undefined