Google Play ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାରେ ତୃତୀୟ-ପକ୍ଷ Android ଆପ ଷ୍ଟୋରଗୁଡ଼ିକୁ ଡିଷ୍ଟ୍ରିବ୍ୟୁଟ କରୁଛି।
ତୃତୀୟ-ପକ୍ଷ ଆପ ଷ୍ଟୋରଗୁଡ଼ିକୁ ଖୋଜିବା, ଡିସ୍କଭର କରିବା ଏବଂ ଇନଷ୍ଟଲ କରିବା ପାଇଁ ଆପଣଙ୍କ Android ଡିଭାଇସରେ Google Play Store ଖୋଲି ଆପ ଷ୍ଟୋରଗୁଡ଼ିକୁ ସର୍ଚ୍ଚ କରନ୍ତୁ କିମ୍ବା ଆପଣଙ୍କ ଆକାଉଣ୍ଟ ମେନୁ ମାଧ୍ୟମରେ ସେଗୁଡ଼ିକୁ ଆକ୍ସେସ କରନ୍ତୁ।
Google Play Store ଆପରେ ଲଞ୍ଚ କରନ୍ତୁ