ତାରେ ଜମିନ୍ ପର୍

2007 • 140 ମିନିଟ୍‌
PG
ମୂଲ୍ୟାଙ୍କନ
ଏହି ଆଇଟମ ଉପଲବ୍ଧ ନାହିଁ

ଏହି ମୁଭି ସମ୍ବନ୍ଧରେ

ତାରେ ଜମିନ୍ ପର୍, ୨୦୦୭ରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ କଥାଚିତ୍ର । ଅମୋଲ ଗୁପ୍ତେ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଅମିର ଖାଁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶଙ୍କର ମହାଦେବନ୍, ଏହସାନ ନୂରାନି, ଲୋଏ ମେଣ୍ଡୋନ୍ସା, ଯାହଙ୍କୁ ଶଙ୍କର-ଏହସାନ-ଲୋଏ ଭାବରେ ଦର୍ଶାଯାଇଛି ।
ଏହି କଥାଚିତ୍ରଟିର ଏକ ମାନସିକ ଦୁର୍ବଳ ପିଲା ଉପରେ ତିଆରି କରାଯାଇଛି । ଦର୍ଶୀଲ ସଫରାୟ, ଅମିର ଖାଁ, ତିସ୍କା ଚୋପ୍ରା, ବିପିନ ଶର୍ମା, ସଚ୍ଚେତ ଇଞ୍ଜିନିୟର୍, ଗିରିଜା ଓଏକ୍, ଏମ୍.କେ. ରାଇନା, ଲଳିତା ଲାଜ୍‌ମି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ମୂଲ୍ୟାଙ୍କନ
PG